ଗରଦପୁର , ୨୧/୦୫/୨୦୨୧(ଓଡ଼ିଶା ସମାଚାର)-ଆଜି ମଧ୍ୟାହ୍ନରେ ପାଟକୁରା ଅଂଚଳରେ କାଳ ବୈଶାଖୀ ପ୍ରଭାବରେ ବଜ୍ରପାତ ଓ ଘଡଘଡି ସହିତ ବର୍ଷା ହୋଇଛି । ଘଡଘଡି ସହିତ ମଧ୍ୟମ ଧରଣର ବର୍ଷା ହେବା ଫଳରେ ଅସହ୍ୟ ଗରମରୁ ସମାନ୍ୟ ଆଶ୍ୱସ୍ଥି ମିଳିଛି । ଗତ ସପ୍ତାହ ହେଲା ଅଂଚଳରେ ଅସହ୍ୟ ଗ୍ରାଷ୍ମ ପ୍ରବାହ ଓ ଗୁଳୁଗୁଳି ହେବାରୁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡିଥିଲେ । ଆଜିର ବର୍ଷା ଫଳରେ ଅସହ୍ୟ ଗରମରୁ ସମାନ୍ୟ ଆଶ୍ୱସ୍ତି ମିଳିଛି । ଓଡ଼ିଶା ସମାଚାର