Tuesday , December 7 2021
Home / ବିଶେଷ / ନିକିରାଇ ନୂଆ ମଦ ଦୋକାନରେ ଖୁଲମଖୁଲା କୋଭିଡ ନିୟମ ଉଲ୍ଲଙ୍ଘନ

ନିକିରାଇ ନୂଆ ମଦ ଦୋକାନରେ ଖୁଲମଖୁଲା କୋଭିଡ ନିୟମ ଉଲ୍ଲଙ୍ଘନ

କେନ୍ଦ୍ରାପଡ଼ା, ୨୦/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ହାଇସ୍କୁଲ ପାଖରୁ ପ୍ରାୟ ୫ଶହ ମିଟର ଦୂରରେ ନିକିରାଇ- ଇନ୍ଦୁପୁର ରାସ୍ତା କଡରେ ଖୋଲିଥିବା ନୂତନ ମଦ ଦୋକାନଟି କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରି ଗୁରୁବାର ସକାଳୁ ପ୍ରାୟ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହି  ଭିଡରେ ମଦ ବିକ୍ରୀ କରୁଥିବା ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।  ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *