ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )ଚିତ୍ରୋତ୍ପଳା ନଦୀବନ୍ଧ ର ଜନାର୍ଦନପୁର ଦଶଭୁଜା ମନ୍ଦିର ନିକଟରେ ଦକ୍ଷିଣ ପାର୍ଶ୍ଵ କେନାଲ ମଧ୍ୟକୁ ଏକ ଚିପ୍ସ ଗୋଡି ବୋଝେଇ ଟ୍ରକ ଓଲିଟିପଡିବା ଫଳରେ ଡ୍ରାଇଭର ଆହାତ ହୋଇଛନ୍ତି।ଟ୍ରକ ଟି ସାଲେପୁର ଆଡୁ କ୍ରୀଷ୍ଣାନନ୍ଦପୁର କୁ ଯାଉଥିଲା।ଚିତ୍ରୋତ୍ପଳା ନଦୀବନ୍ଧ ରାସ୍ତା ଖରାପ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି।ଯଦି ରାସ୍ତା ପୁନଃ ମରାମତି ପାଇଁ ପ୍ରଶାସନ ପଦକ୍ଷପ ଗ୍ରହଣନ୍ତେ ଦୁର୍ଘଟଣା କୁ ଏଡାଇ ଦିଆଯାଇପରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି । ଓଡିଶା ସମାଚାର