Saturday , September 25 2021
Breaking News
Home / କୃଷି / ଭୁବନ କୃଷକ ସମାଜ ତରଫରୁ ଅକ୍ଷୟ ତୃତୀୟା ପାଳିତ,ଅକ୍ଷିମୁଠି ଅନୁକୂଳ    

ଭୁବନ କୃଷକ ସମାଜ ତରଫରୁ ଅକ୍ଷୟ ତୃତୀୟା ପାଳିତ,ଅକ୍ଷିମୁଠି ଅନୁକୂଳ    

ଭୁବନ ୧୫/୦୫/୨୦୨୧(ଓଡ଼ିଶା ସମାଚାର)-ଭୁବନ କୃଷକ ସମାଜ ତରଫରୁ ହିଙ୍ଗୁଳା ମନ୍ଦିର ନିକଟରେ ଅକ୍ଷୟ ତୃତୀୟା ପାଳନ ଓ ଅକ୍ଷିମୁଠି  ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ସଭାପତି ବାସୁଦେବ ଗୁରୁଙ୍କ ଅଧ୍ୟକ୍ଷତାରେ ହଳ,ଲଙ୍ଗଳ ସମେତ କୃଷି ଉପକରଣ ଓ ବଳଦଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଅକ୍ଷିମୁଠି ଅନୁକୂଳ କରାଯାଇଥିଲା । କୃଷକ ମାନେ ଜମି ହଳ କରିବା ସହ ଧାନ ବୁଣିଥିଲେ । କୃଷକ ସମାଜ କର୍ମକର୍ତା ସତ୍ୟାନନ୍ଦ ପୃଷ୍ଟି,ଶ୍ରୀଧର ବେହେରା,ଅର୍ଜୁନ ପୃଷ୍ଟି ଙ୍କ ସମେତ ବହୁ କୃଷକ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଉମାକାନ୍ତ ଭାରତଙ୍କୁ ନବନର୍ମାଣ କୃଷକ ସଂଗଠନ ତରଫରୁ ଜିଲ୍ଲାନାସୀ, କୁଜଙ୍ଗ ବ୍ଲକ ଚାଷୀ ମାନଙ୍କ ବିରୋଧ

ପାରାଦୀପ ୨୦/୦୯/୨୦୨୧(ଓଡ଼ିଶା ସମାଚାର)- ସ୍ଥାନୀୟ ଜିଲ୍ଲାନାସୀ ପଂଚାୟତରେ ଉମାକାନ୍ତ ଭାରତ ନବନର୍ମାଣ କୃଷକ ସଂଗଠନର ସଦସ୍ୟ ମାନଙ୍କୁ ଅବଗତ ନ …

Leave a Reply

Your email address will not be published. Required fields are marked *