Saturday , October 23 2021
Home / ବିଶେଷ / ବ୍ୟକ୍ତିଗତ ଜମି ଉପରେ ରାସ୍ତା ନିର୍ମାଣକୁ ନେଇ ଉତେଜନା

ବ୍ୟକ୍ତିଗତ ଜମି ଉପରେ ରାସ୍ତା ନିର୍ମାଣକୁ ନେଇ ଉତେଜନା

କେନ୍ଦ୍ରାପଡ଼ା,୧୪/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ପ୍ରଭାକରପୁର ଗ୍ରାମର ଏକ ବ୍ୟକ୍ତିଗତ ଜମି ଉପରେ ରାସ୍ତା ନିର୍ମାଣକୁ ନେଇ ଉତେଜନା ପ୍ରକାଶ ପାଇଛି । ସେହି ଜମିରେ ରାସ୍ତା ନିର୍ମାଣ ଉପରେ କୋର୍ଟରେ ମାମଲା ବିଚାରାଧିନ  ଥାଇବି କେତେକ ଯୁବକ ଯୋର ଜବରଦସ୍ତ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏଥିସହିତ ସେହି ସମ୍ପତିର ଉତରାଧିକାରୀ ହରେକୃଷ୍ଣ ପାତ୍ରଙ୍କୁ ଜୀବନରେ ମାରିଦେବାକୁ ସେମାନେ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ଥାନାରେ ମଧ୍ୟ ହରେକୃଷ୍ଣ  ଅଭିଯୋଗ କରିଥିବା କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *