Monday , March 27 2023
Breaking News
Home / ବିଶେଷ / ବ୍ୟକ୍ତିଗତ ଜମି ଉପରେ ରାସ୍ତା ନିର୍ମାଣକୁ ନେଇ ଉତେଜନା

ବ୍ୟକ୍ତିଗତ ଜମି ଉପରେ ରାସ୍ତା ନିର୍ମାଣକୁ ନେଇ ଉତେଜନା

କେନ୍ଦ୍ରାପଡ଼ା,୧୪/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ପ୍ରଭାକରପୁର ଗ୍ରାମର ଏକ ବ୍ୟକ୍ତିଗତ ଜମି ଉପରେ ରାସ୍ତା ନିର୍ମାଣକୁ ନେଇ ଉତେଜନା ପ୍ରକାଶ ପାଇଛି । ସେହି ଜମିରେ ରାସ୍ତା ନିର୍ମାଣ ଉପରେ କୋର୍ଟରେ ମାମଲା ବିଚାରାଧିନ  ଥାଇବି କେତେକ ଯୁବକ ଯୋର ଜବରଦସ୍ତ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏଥିସହିତ ସେହି ସମ୍ପତିର ଉତରାଧିକାରୀ ହରେକୃଷ୍ଣ ପାତ୍ରଙ୍କୁ ଜୀବନରେ ମାରିଦେବାକୁ ସେମାନେ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ଥାନାରେ ମଧ୍ୟ ହରେକୃଷ୍ଣ  ଅଭିଯୋଗ କରିଥିବା କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.