Sunday , October 1 2023
Home / ବିଶେଷ / ବଜ୍ରପାତ ଘଟି ଗଛ ଓ ଘର ଭାଙ୍ଗିଲା

ବଜ୍ରପାତ ଘଟି ଗଛ ଓ ଘର ଭାଙ୍ଗିଲା

ନିରାକାରପୁର, ୧୪/୦୫/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ହଜରେ ଗୁରୁବାର ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର କୁନା ବେହେରାଙ୍କ ଘରର ବିଦ୍ୟୁତ୍ ତାର ଓ ଉପକରଣ ପୋଡ଼ି ଯାଇଥିବାବେଳେ ନଡ଼ିଆ ଗଛ ଭାଙ୍ଗି ଯାଇଛି। ଅଳ୍ପକେ କୁନା ବେହେରାଙ୍କ ପରିବାର ଲୋକ ବଞ୍ଚିଯାଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *