Monday , October 18 2021
Breaking News
Home / ବିଶେଷ / ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକ

ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକ

ନିରାକାରପୁର, ୧୩/୦୫/୨୦୨୧(ଓଡ଼ିଶା ସମାଚାର)- କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବ୍ରଜସୁନ୍ଦର ମହାପାତ୍ରଙ୍କର ଗତରାତିରେ ପରଲୋକ ହୋଇଯାଇଛି । କରୋନାରେ ପୀଡ଼ିତ ପ୍ରଫେସର ମହାପାତ୍ର ଜଣେ କବି,ସାମାଜିକ ସଂଗଠକଭାବେ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗରେ ବିଧାୟକ ଜିତୁ ମିତ୍ର, କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଶିକ୍ଷାବିତ ଲକ୍ଷ୍ମୀଧର ଶ୍ରୀଚନ୍ଦନ, ପ୍ରଫେସର ଅମରେନ୍ଦ୍ର ନାରାୟଣ ଷଢଙ୍ଗୀ, ଡ଼. ମୃତ୍ୟୁଞ୍ଜୟ ରଥ, ଡ଼. ସୁରେନ୍ଦ୍ରନାଥ ମିଶ୍ର, ଡ଼. ଜୟନ୍ତ ବାନାର୍ଜୀ, ଡ଼ ପ୍ରତିଭାମୟୀ ମିତ୍ର, ଡ଼. ପ୍ରତାପ ପଟ୍ଟନାୟକ, ଅଧ୍ୟାପକ ଗଙ୍ଗାଧର ତ୍ରିପାଠୀଙ୍କ ସହ ଖୋର୍ଦ୍ଧା କଲେଜ ଅଧ୍ୟକ୍ଷ ରଞ୍ଜିତା ସେଠୀ ଓ ନିରାକାରପୁର କଲେଜ ଅଧ୍ୟକ୍ଷ ଅଶୋକ ବଳବନ୍ତରାୟ ଭଗୀର ଶୋକପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ବାଇକ୍ ଧକା ରୁ ରଘୁନାଥପୁର ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା, ୪ ଗଲେ ଜେଲ – ଅନ୍ୟମାନେ ଫେରାର ରଘୁନାଥପୁର ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଯୁବକଙ୍କୁ …

Leave a Reply

Your email address will not be published. Required fields are marked *