ଗରଦପୁର, ୧୩/୦୫/୨୦୨୧(ଓଡ଼ିଶା ସମାଚାର)-ଆଜି ଗରଦପୁର ବ୍ଲକ୍ ରେ ଆଉ ୧୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ ୧ ବର୍ଷର ଶିଶୁ କନ୍ୟା । ଆଜିର ସଂଙ୍କ୍ରମିତଙ୍କୁ ମିଶାଇ ବ୍ଲକ୍ ରେ କରୋନା ସଙ୍କ୍ରମିତ ଙ୍କ ସଂଖ୍ୟା ଶହେ ଟପିଲାଣି । ଆଜି ପର୍ଯ୍ୟନ୍ତ ୧୦୦ ପୁରୁଷ ଓ ୨୭ ମହିଳା ଏହିପରି ବ୍ଲକ୍ ରେ ମୋଟ୍ ସଂଙ୍କ୍ରମିତ ଙ୍କ ସଂଖ୍ୟା ୧୨୭ ରେ ପହଂଚିଛି । ବ୍ଲକ୍ ରେ ସଂଙ୍କ୍ରମିତ ଙ୍କ ସଂଖ୍ୟା ଗରଦପୁର ପଂଚାୟତ ଓ ତେଣ୍ଡାକୁଡ଼ା ପଂଚାୟତରେ ଅଧିକ ଥିବା ଜଣାଯାଇଛି । ଓଡ଼ିଶା ସମାଚାର