Tuesday , November 30 2021
Breaking News
Home / ସ୍ୱାସ୍ଥ୍ୟ / ଗରଦପୁର : ଆଉ ୬ ପଜିଟିଭ ଚିହ୍ନଟ 

ଗରଦପୁର : ଆଉ ୬ ପଜିଟିଭ ଚିହ୍ନଟ 

ଗରଦପୁର, ୦୯/୦୫/୨୦୨୧(ଓଡ଼ିଶା ସମାଚାର)- ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଟକୁରା ମେଡିକାଲରେ ଆଜି କରୋନା ପରିକ୍ଷା କରାଯାଇଥିଲା । ଏହି ପରିକ୍ଷାରେ ଆଜି ୬ ଜଣଙ୍କର କରୋନା ପଜିଟିଭ  ଥିବା   ମେଡିକାଲ ସୂତ୍ରରୁ ଜଣାଯାଇଛି । ଆକ୍ରାନ୍ତମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେବା ପାଇଁ ପରାମର୍ଶ ଦିଆଯିବା ସହିତ ଆବଶ୍ୟକ ଔଷଧପତ୍ର ଦିଆଯାଇଥିବା ମେଡିକାଲ ସୂତ୍ରରୁ ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ରୋଗୀଙ୍କୁ ଦଇବ ସାହା :ଅପହଞ୍ଚ ଇଲାକାରେ ଫାର୍ମାସିଷ୍ଟଙ୍କ ଦ୍ଵାରା ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମ ପଞ୍ଚାୟତରେ …

Leave a Reply

Your email address will not be published. Required fields are marked *