Saturday , March 25 2023
Breaking News
Home / ସ୍ୱାସ୍ଥ୍ୟ / ଗରଦପୁର : ଆଉ ୬ ପଜିଟିଭ ଚିହ୍ନଟ 

ଗରଦପୁର : ଆଉ ୬ ପଜିଟିଭ ଚିହ୍ନଟ 

ଗରଦପୁର, ୦୯/୦୫/୨୦୨୧(ଓଡ଼ିଶା ସମାଚାର)- ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଟକୁରା ମେଡିକାଲରେ ଆଜି କରୋନା ପରିକ୍ଷା କରାଯାଇଥିଲା । ଏହି ପରିକ୍ଷାରେ ଆଜି ୬ ଜଣଙ୍କର କରୋନା ପଜିଟିଭ  ଥିବା   ମେଡିକାଲ ସୂତ୍ରରୁ ଜଣାଯାଇଛି । ଆକ୍ରାନ୍ତମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେବା ପାଇଁ ପରାମର୍ଶ ଦିଆଯିବା ସହିତ ଆବଶ୍ୟକ ଔଷଧପତ୍ର ଦିଆଯାଇଥିବା ମେଡିକାଲ ସୂତ୍ରରୁ ଜଣାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.