Sunday , March 26 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୧୭ କରୋନା ପଜିଟିଭ

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୧୭ କରୋନା ପଜିଟିଭ

କେନ୍ଦ୍ରାପଡ଼ା,୦୯/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ରବିବାର୧୧୭ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ   ଆଳି ବ୍ଲକରେ ୭ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୧୪,  ଗରଦପୁର ବ୍ଲକରେ ୮, କେନ୍ଦ୍ରାପଡା ବ୍ଲକରେ ୩୪, ମହାକାଳପଡା ବ୍ଲକରେ ୭, ମାର୍ଶାଘାଇ ବ୍ଲକରେ ୮ , ପଟ୍ଟାମୁଣ୍ଡାଇ ବ୍ଲକରେ ୧୨, ରାଜକନିକା ବ୍ଲକରେ ୯, ରାଜନଗର ବ୍ଲକରେ ୧୪ ଏବଂ  କେନ୍ଦ୍ରାପଡା ପୌରାଂଚଳରେ ୪ ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।  ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ  କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.