Friday , September 22 2023
Breaking News
Home / ବିଶେଷ / ରକ୍ତଦାନ ସେବାର ବକଳ୍ପ ନାହିଁ : ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା

ରକ୍ତଦାନ ସେବାର ବକଳ୍ପ ନାହିଁ : ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା

କଟକ, ୦୮/୦୫/୨୦୨୧(ଓଡ଼ିଶା ସମାଚାର)-  ଆନ୍ତର୍ଜାତିକ ରେଡ଼କ୍ରସ ଦିବସ ତଥା ନୋବେଲ ଶାନ୍ତି ବିଜେତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିବସ ଅବସରରେ ମାନବୀୟ ସେଵାସଂସ୍ଥା କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାର କଟକ ଶାଖା ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶାର ସଂଗଠନ ସମ୍ପାଦକ ଯୁବସମାଜସେବୀ ସୁରଜ ବେହେରା, ଜାତୀୟ ଯୁବ ପ୍ରକଳ୍ପ କଟକ ଶାଖାର ସଂଯୋଜକ ପ୍ରକାଶ ଚନ୍ଦ୍ର ମହାପାତ୍ର ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ବର୍ଗ ଏବଂ ବିଭିନ୍ନ ସଂଗଠନ ଏହି କରୋନା ମହାମାରୀ ସମୟରେ ଶିବିରରେ କରୋନା କଟକଣା ପାଳନ ପୁର୍ବକ ଉପସ୍ଥିତ ରହି ରକ୍ତଦାନ କରି ସେଵା ଧର୍ମ ସେଵା କର୍ମ ନ୍ୟାୟକୁ ଚରିତାର୍ଥ କରିଛନ୍ତି । ସ୍ୱେଚ୍ଛାସେବୀ ମାନଙ୍କର ଏପରି ମହନୀୟ କାର୍ଯ୍ୟକୁ ରକ୍ତ ଭଣ୍ଡାରର କାର୍ଯ୍ୟକର୍ତା ଓ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *