Saturday , April 1 2023
Breaking News
Home / ବିଶେଷ / ମନ୍ତ୍ରୀ ପ୍ରତାପ ଜେନା କରୋନା ଆକ୍ରାନ୍ତ

ମନ୍ତ୍ରୀ ପ୍ରତାପ ଜେନା କରୋନା ଆକ୍ରାନ୍ତ

ଭୁବନେଶ୍ୱର,୦୮/୦୫/୨୦୨୧(ଓଡ଼ିଶା ସମାଚାର)- ଆଇନ ଓ  ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୂନା ପରୀକ୍ଷାରୁ ପଜିଟିଭ ଥିବା ଜଚ୍ଚାପଡ଼ିଥିଲା । ଏନେଇ ଶ୍ରୀ ଜେନା ନିଜେ ଟୁଇଟର ମାଧ୍ୟମରେ  ସୂଚନା ଦେଇଛନ୍ତି।ନିକଟ ଅତିତରେ ଯେଉଁମାନେ ତାଙ୍କ ସଂସ୍ପର୍ଷରେ ଆସିଛନ୍ତି ,ସେମାନେ ନିଜ ନିଜର ପରୀକ୍ଷା କରାଇନେବାକୁ ମଧ୍ୟ କହିଛନ୍ତି । ତେବେ ସେ ହୋମ ଆଇସୋଲେସନ୍ ରେ କି କେଉଁ ହସପିଟାଲ ରେ ଅଛନ୍ତି , ସେ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦେଇନାହାନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.