Saturday , October 16 2021
Breaking News
Home / ବିଶେଷ / ଜନଶକ୍ତି ପାର୍ଟି ଦଳିତ ଜିଲ୍ଲା ସଭାପତିଙ୍କ ବିୟୋଗରେ ଶୋକ

ଜନଶକ୍ତି ପାର୍ଟି ଦଳିତ ଜିଲ୍ଲା ସଭାପତିଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୦୭/୦୫/୨୦୨୧(ଓଡ଼ିଶା ସମାଚାର)- ଜନଶକ୍ତି ପାର୍ଟିର ଜିଲ୍ଲା ଦଳିତ ସଭାପତି ଶାନ୍ତନୁ ନାଏକଙ୍କ ସୋମବାର ରାତି ସାଢେ ଗୋଟାଏ ସମୟରେ ପରଲୋକ ହୋଇଯାଇଛି । ଖବର ପାଇ ପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ ସ୍ୱର୍ଗତ ନାଏକଙ୍କ ଚଉଁରୀବରହମପୁରସ୍ଥିତ ବାସଭବନରେ ପହଁଚି ତାଙ୍କର ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମେଶ ଥାଟୋଇ, ବିବେକ ନାୟକ, ସୂର୍ଯ୍ୟମଣୀ ପଣ୍ଡା,ଅବନି ଦାସ, ଅଶୋକ ରାଉତ,ନାରାୟଣ ମଳ୍ଲିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାଏକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *