Monday , March 20 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ନନ୍ଦନ କାନନ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ

ନନ୍ଦନ କାନନ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ

ଭୁବନେଶ୍ୱର,୩୦/୦୪/୨୦୨୧(ଓଡ଼ିଶା ସମାଚାର)- ନନ୍ଦନ କାନନ ଓ ବଟାନିକାଲ ଗାର୍ଡ଼େନ ଆସନ୍ତା କାଲି ମଇଁ ପହିଲା ରୁ ମଇଁ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ । କରୋନା ସଂଙ୍କ୍ରମଣ ର ବର୍ତମାନର ସ୍ଥିତିକୁ ଆଖି ଆଗରେ ରଖି ବର୍ତମାନ ପାଇଁ ୧୫ ତାରିଖ ପର୍ଯ୍ୟନ୍ତ ଏହି ନିଷ୍ପତି ଗ୍ରହଣ କରାଯାଇଛି । ତେବେ ୧୫ ତାରିଖ ବେଳକୁ ସ୍ଥିତି ଦେଖି ପରବର୍ତି ନିଷ୍ପତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ଗ୍ରୀଷ୍ମ ଋତୁ ରେ ଏତେ ସଂଖ୍ୟକ ପର୍ଯ୍ୟଟକ ଆସିନଥିଲେ ମଧ୍ୟ ବର୍ତମାନର ସ୍ଥିତିକୁ ଦେଖି ଏପରି ନିଷ୍ପତି ଗ୍ରହଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.