Wednesday , March 29 2023
Home / ବିଶେଷ / କଟକ ରେ ସ୍ୱେଛାକୃତ ଲକ ଡ଼ାଉନ – ସୋମବାର ଠାରୁ ୨ ପରେ ଦୋକାନ ବଜାର ବନ୍ଦ

କଟକ ରେ ସ୍ୱେଛାକୃତ ଲକ ଡ଼ାଉନ – ସୋମବାର ଠାରୁ ୨ ପରେ ଦୋକାନ ବଜାର ବନ୍ଦ

କଟକ, ୩୦/୦୪/୨୦୨୧(ଓଡ଼ିଶା ସମାଚାର)- କଟକ ରେ ସ୍ୱେଛାକୃତ ଲକ ଡ଼ାଉନ୍ । ଆସନ୍ତା ସୋମବାର ମଇଁ ୩ ତାରିଖ ଠାରୁ ୧୫ ଦିନ ୧୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅପରାହ୍ନ ୨ ଟା ଠାରୁ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏ ସମ୍ପର୍କରେ ବ୍ୟବସାୟୀ ସଂଘ ଓ ପୂଜା କମିଟି ମାନଙ୍କ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିବା ସମ୍ପର୍କରେ କଟକ ମୁନିସପାଲିଟି କୁ ଜଣାଇଦିଆଯାଇଛି । ଏ ସମ୍ପର୍କରେ ସିଏମସି କମିଶନର ଅନନ୍ୟା ଦାସ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.