Wednesday , May 25 2022
Breaking News
Home / ବିଶେଷ / କଟକ ରେ ସ୍ୱେଛାକୃତ ଲକ ଡ଼ାଉନ – ସୋମବାର ଠାରୁ ୨ ପରେ ଦୋକାନ ବଜାର ବନ୍ଦ

କଟକ ରେ ସ୍ୱେଛାକୃତ ଲକ ଡ଼ାଉନ – ସୋମବାର ଠାରୁ ୨ ପରେ ଦୋକାନ ବଜାର ବନ୍ଦ

କଟକ, ୩୦/୦୪/୨୦୨୧(ଓଡ଼ିଶା ସମାଚାର)- କଟକ ରେ ସ୍ୱେଛାକୃତ ଲକ ଡ଼ାଉନ୍ । ଆସନ୍ତା ସୋମବାର ମଇଁ ୩ ତାରିଖ ଠାରୁ ୧୫ ଦିନ ୧୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅପରାହ୍ନ ୨ ଟା ଠାରୁ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏ ସମ୍ପର୍କରେ ବ୍ୟବସାୟୀ ସଂଘ ଓ ପୂଜା କମିଟି ମାନଙ୍କ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିବା ସମ୍ପର୍କରେ କଟକ ମୁନିସପାଲିଟି କୁ ଜଣାଇଦିଆଯାଇଛି । ଏ ସମ୍ପର୍କରେ ସିଏମସି କମିଶନର ଅନନ୍ୟା ଦାସ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭୁବନ ରେ ବାଇପାସ ରାସ୍ତା ପାଇଁ ସର୍ଭେ

ଭୁବନ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଭୁବନ ଏନଏସିରେ କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ଗାଡିମୋଟର ସଂଖ୍ୟା ବୃଦ୍ଧି ଯୋଗୁ ଦୈନିକଛୋଟବଡ …

Leave a Reply

Your email address will not be published. Required fields are marked *