Sunday , April 2 2023
Breaking News
Home / ତାଜା ଖବର / ୭ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ବର ଜୁଡିସିଆଲ କମ୍ପ୍ଲେକ୍ସ

୭ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ବର ଜୁଡିସିଆଲ କମ୍ପ୍ଲେକ୍ସ

ଭୁବନେଶ୍ୱର,୨୯/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ବର କୋର୍ଟରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କୋର୍ଟ ୭ ଦିନ ପାଇଁ ସିଲ୍ ହେଲା । ଅପ୍ରେଲ ୨୯ ତାରିଖରୁ ମେଁ ୫ ତାରିଖ ପର୍ୟ୍ୟନ୍ତ ଜୁଡିସିଆଲ କମ୍ପ୍ଲେକ୍ସକୁ ସିଲ୍ କରାଯାଇଛି । କରୋନା ପଜିଟିଭି ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.