କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ କାକଟ ଗ୍ରାମର ଜଣେ ବୃଦ୍ଧ ଗୋବରୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ପାଣିରେ ବୁଡି ମୃତୁ୍ୟ ବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାଇ କାକଟ ଗ୍ରାମର ବ୍ରହ୍ମାନନ୍ଦ ବେହେରା(୬୫)ନାମକ ବୃଦ୍ଧ ସକାଳେ ଗ୍ରାମ ନିକଟ ଗୋବରୀ ନଦୀକୁ ଭୋର ପ୍ରାୟ ୪ଟା ସମୟରେ ଶୌଚ ହେବାକୁ ଯାଇଥିଲେ । ଅସାବଧାନତା ବସତଃ ତାଙ୍କ ଗୋଡ ଖସି ଯିବାରୁ ସେ ପାଣିରେ ମୃତୁ୍ୟ ବରଣ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର
Check Also
ସୀଙ୍ଗାରି ଘାଟି ରେ ଭାର ସାମ୍ୟ ହାରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ ,ଦୁଇ ମୃତ ନଅ ଗୁରୁତର ଆହତ
କଳାହାଣ୍ଡି, ୧୭/୦୫/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା କଲମପୁର ଥିଆମୂଳ ରାମପୁର ସୀଙ୍ଗାରି ଘାଟିରେ ଭାର …