Saturday , May 21 2022
Home / ତାଜା ଖବର / ଶୌଚ ହେବାକୁ ଯାଇ ଗୋବରୀରେ ବୁଡିଗଲେ ବୃଦ୍ଧ

ଶୌଚ ହେବାକୁ ଯାଇ ଗୋବରୀରେ ବୁଡିଗଲେ ବୃଦ୍ଧ

କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ କାକଟ ଗ୍ରାମର ଜଣେ ବୃଦ୍ଧ ଗୋବରୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ  ପାଣିରେ ବୁଡି ମୃତୁ୍ୟ ବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାଇ କାକଟ ଗ୍ରାମର ବ୍ରହ୍ମାନନ୍ଦ ବେହେରା(୬୫)ନାମକ ବୃଦ୍ଧ  ସକାଳେ ଗ୍ରାମ ନିକଟ ଗୋବରୀ ନଦୀକୁ ଭୋର ପ୍ରାୟ ୪ଟା ସମୟରେ ଶୌଚ ହେବାକୁ ଯାଇଥିଲେ । ଅସାବଧାନତା ବସତଃ ତାଙ୍କ ଗୋଡ ଖସି ଯିବାରୁ ସେ ପାଣିରେ ମୃତୁ୍ୟ ବରଣ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ସୀଙ୍ଗାରି ଘାଟି ରେ ଭାର ସାମ୍ୟ ହାରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ ,ଦୁଇ ମୃତ ନଅ ଗୁରୁତର ଆହତ

କଳାହାଣ୍ଡି, ୧୭/୦୫/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା କଲମପୁର ଥିଆମୂଳ ରାମପୁର  ସୀଙ୍ଗାରି ଘାଟିରେ ଭାର …

Leave a Reply

Your email address will not be published. Required fields are marked *