Saturday , April 1 2023
Breaking News
Home / ତାଜା ଖବର / ଗୁଆଳସିଂ ପଂଚାୟତ କାର୍ଯ୍ୟାଳୟ ନିକଟ ରେଳ ଧାରଣାରେ କଟି ଯୁବକ ମୃତ

ଗୁଆଳସିଂ ପଂଚାୟତ କାର୍ଯ୍ୟାଳୟ ନିକଟ ରେଳ ଧାରଣାରେ କଟି ଯୁବକ ମୃତ

କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)-: ହରିଦାସ ପୁର – ପାରାଦୀପ ରେଳପଥର ଗୁଆଳସିଂ ପଂଚାୟତ କାର୍ଯ୍ୟାଳୟ ନିକଟ ରେଳ ଧାରଣାରେ କଟି ଠାକୁରହାଟ ଗ୍ରାମର ସୁବାଷ ଚନ୍ଦ୍ର ବେହେରା(୩୫) ନାମକ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ସୂଚନା ମିଳିଛି । ସଦର ଥାନା ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର  ତଦନ୍ତ କରୁଥିବା ସୂଚନା ମିଳିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.