ଭୁବନେଶ୍ୱର, ୨୭/୦୪/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସାହିତ୍ୟିକ , ଓଡ଼ିଆ ସହିତ୍ୟର ମଉଡ଼ ମଣି ପଦ୍ମଶ୍ରୀ , ପଦ୍ମବିଭୁଷଣ ମନୋଜ ଦାସ ଙ୍କର ୮୭ ବର୍ଷ ବୟସରେ ପଣ୍ଡିଚେରୀ ଠାରେ ପରଲୋକ ଗମନ କରିଥିବା ସୂଚନା ମିଳିଛି । ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ ଓ ଚିକିତ୍ସାଧିନ ଅବସ୍ଥାରେ ଆଖବ ବୁଜିଛନ୍ତି । ସାରା ଭାରତ ଏବଂ ବିଦେଶରେ ସେ ଜଣେ ଉଜ୍ୱଳ ତାରକା ଥିଲେ । ଓଡ଼ିଶା ସମାଚାର