ସାଲେପୁର, ୨୫/୦୪/୨୦୨୧ (ଓଡିଶା ସମାଚାର /ଅଭୟଜେନା ) ସାଲେପୁର ବ୍ଲକ ଜପକୂଦ ଫାଣ୍ଡିଅଞ୍ଚଳ ରେ ଜଣେ ବାଇକ ଆରୋହୀ ମହିଳାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ.ା ଗ୍ରାମବାସି ତାଙ୍କୁ ଅଟକାଇ ଜପକୁଦ ଫାଣ୍ଡି ରେ ଜିମା ଦେଇଥିଲେ। ଆହତ ଶଶୀରେଖା କାଣ୍ଡି ମୃତୁବରଣ କରିଥିଲେ.ା ମୃତ ମହିଳା ଙ୍କ ଘର କଟରପା ପଞ୍ଚାୟତ ବୋଲିଜଣାପଡ଼ିଛି। ଆଜି ଗ୍ରାମବାସି ଶବକୁ ଧରି ନ୍ୟାୟପାଇଁ ଧାରଣା ରେ ବସିଛନ୍ତି.ା ମାତ୍ର ଫାଣ୍ଡି ଅଧିକାରୀ ଅଭିଯୁକ୍ତ ଙ୍କୁ ଛାଡ଼ିଦେଇଥିବାରୁ ଫାଣ୍ଡି ପରିସରରେ ଉତେଜନା ଲାଗିରହିଛି।ଲୋକେ କ୍ଷତି ପୂରଣ ଦାବିକରି ଧାରଣା ରେ ବସି ରହି ଛନ୍ତି । ଓଡ଼ିଶା ସମାଚାର