Sunday , May 29 2022
Home / ବିଶେଷ / ପୁରୀ ସ୍ୱର୍ଗଦ୍ୱାର ରେ ଶବ ସତକାର ଉପରେ ଲାଗିଲା କଟକଣା

ପୁରୀ ସ୍ୱର୍ଗଦ୍ୱାର ରେ ଶବ ସତକାର ଉପରେ ଲାଗିଲା କଟକଣା

ପୁରୀ,୨୫/୦୪/୨୦୨୧(ଓଡ଼ିଶା ସମାଚାର)- ପୁରୀ ସ୍ୱର୍ଗଦ୍ୱାର ରେ ଶବ ସତକାର ଉପରେ ଲାଗିଲା କଟକଣା । ରାଜ୍ୟ ବାହାରର ଲୋକଙ୍କୁ ବର୍ତମାନ ପୁରୀ ସ୍ୱର୍ଗଦ୍ୱାର ରେ ଶବ ସତକାର କରିପାରିବେ ନାହିଁ । ତେବେ ରାଜ୍ୟ ଭିତରର ପୁରୀ ଜିଲା ବାହାରୁ ଯେଉଁ ଶବ ସତକାର କରାଯିବ, ଶବର (ମୃତ ବ୍ୟକ୍ତିଙ୍କର) କରୋନା ନେଗେଟିଭ ରିପୋର୍ଟ ଥିବା ଆବଶ୍ୟକ ଏବଂ ଶବ ଦାହ ସମୟରେ ସିମିତ ଲୋକ ଉପସ୍ଥିତ ରହିବେ । ତେବେ ଅନ୍ୟ ଜିଲା ର ଶବ ସତକାର ପାଇଁ ପୁରୀ ନଆସିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତମାନ ଜିଲା ବାହାର ଏବଂ ରାଜ୍ୟ ବାହାର ର ଶବ ସତକାର ପାଇଁ ପୁରୀ ସ୍ୱର୍ଗଦ୍ୱାର ମନା । ଏହା ଆସନ୍ତା କାଲି ସୋମବାର ୨୬ ତାରିଖ ଠାରୁ ଲାଗୁ ହେବ । ଓଡ଼ିଶା ସମାଚାର

About admin

Check Also

ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ

ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …

Leave a Reply

Your email address will not be published. Required fields are marked *