Thursday , March 23 2023
Home / ବିଶେଷ / ପୁରୀ ସ୍ୱର୍ଗଦ୍ୱାର ରେ ଶବ ସତକାର ଉପରେ ଲାଗିଲା କଟକଣା

ପୁରୀ ସ୍ୱର୍ଗଦ୍ୱାର ରେ ଶବ ସତକାର ଉପରେ ଲାଗିଲା କଟକଣା

ପୁରୀ,୨୫/୦୪/୨୦୨୧(ଓଡ଼ିଶା ସମାଚାର)- ପୁରୀ ସ୍ୱର୍ଗଦ୍ୱାର ରେ ଶବ ସତକାର ଉପରେ ଲାଗିଲା କଟକଣା । ରାଜ୍ୟ ବାହାରର ଲୋକଙ୍କୁ ବର୍ତମାନ ପୁରୀ ସ୍ୱର୍ଗଦ୍ୱାର ରେ ଶବ ସତକାର କରିପାରିବେ ନାହିଁ । ତେବେ ରାଜ୍ୟ ଭିତରର ପୁରୀ ଜିଲା ବାହାରୁ ଯେଉଁ ଶବ ସତକାର କରାଯିବ, ଶବର (ମୃତ ବ୍ୟକ୍ତିଙ୍କର) କରୋନା ନେଗେଟିଭ ରିପୋର୍ଟ ଥିବା ଆବଶ୍ୟକ ଏବଂ ଶବ ଦାହ ସମୟରେ ସିମିତ ଲୋକ ଉପସ୍ଥିତ ରହିବେ । ତେବେ ଅନ୍ୟ ଜିଲା ର ଶବ ସତକାର ପାଇଁ ପୁରୀ ନଆସିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତମାନ ଜିଲା ବାହାର ଏବଂ ରାଜ୍ୟ ବାହାର ର ଶବ ସତକାର ପାଇଁ ପୁରୀ ସ୍ୱର୍ଗଦ୍ୱାର ମନା । ଏହା ଆସନ୍ତା କାଲି ସୋମବାର ୨୬ ତାରିଖ ଠାରୁ ଲାଗୁ ହେବ । ଓଡ଼ିଶା ସମାଚାର

Leave a Reply

Your email address will not be published.