ପୁରୀ, ୨୪/୦୪/୨୦୨୧(ଓଡ଼ିଶା ସମାଚାର)- ଜଗା ଦର୍ଶନ ବନ୍ଦ୍ । ରାଜ୍ୟରେ କରୋନା ସଂଙ୍କ୍ରମଣ ର ସ୍ଥିତିକୁ ନେଇ ଆସନ୍ତା ମେଁ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ଏହି ସମୟରେ ଦୈନିକ ନୀତିକାନ୍ତି ଜାରି ରହିବ କିନ୍ତୁ ଭକ୍ତ ଙ୍କ ଦର୍ଶନ ବନ୍ଦ ରହିବ । କୋଭିଡ଼ ଗାଇଡ଼ ଲାଇନ୍ ଅନୁସାରେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିବ । ଓଡ଼ିଶା ସମାଚାର