Monday , May 23 2022
Home / ବିଶେଷ / ମେଁ ୧୫ ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ୍

ମେଁ ୧୫ ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ୍

ପୁରୀ, ୨୪/୦୪/୨୦୨୧(ଓଡ଼ିଶା ସମାଚାର)- ଜଗା ଦର୍ଶନ ବନ୍ଦ୍ । ରାଜ୍ୟରେ କରୋନା ସଂଙ୍କ୍ରମଣ ର ସ୍ଥିତିକୁ ନେଇ ଆସନ୍ତା ମେଁ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ଏହି ସମୟରେ ଦୈନିକ ନୀତିକାନ୍ତି ଜାରି ରହିବ କିନ୍ତୁ ଭକ୍ତ ଙ୍କ ଦର୍ଶନ ବନ୍ଦ ରହିବ । କୋଭିଡ଼ ଗାଇଡ଼ ଲାଇନ୍ ଅନୁସାରେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିବ । ଓଡ଼ିଶା ସମାଚାର

About admin

Check Also

ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ

ଫୁଲବାଣୀ ୨୨/୦୫/୨୦୨୨( ଓଡ଼ିଶା ସମାଚାର )- ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ । କନ୍ଧମାଳ ଏସ୍ପି ଭିନୀତ ଅଗ୍ରଓ୍ୱାଲଙ୍କ ନିକଟରେ …

Leave a Reply

Your email address will not be published. Required fields are marked *