Monday , March 27 2023
Breaking News
Home / ବିଶେଷ / ଭୁବନେଶ୍ୱର କୋର୍ଟ ପରିସରରେ ଗଂଜେଇ ଦଳା

ଭୁବନେଶ୍ୱର କୋର୍ଟ ପରିସରରେ ଗଂଜେଇ ଦଳା

ଭୁବନେଶ୍ୱର, ୨୪/୦୪/୨୦୨୧(ଓଡ଼ିଶା ସମାଚାର)-ଦୃଶ୍ୟଟି ହେଉଛି ଭୁବନେଶ୍ୱର କୋର୍ଟ ପରିସର । ସବରେଜିଷ୍ଟ୍ରାର ଅଫିସ ନିକଟ ରେ ଏହି ସ୍ଥାନଟି । ସମୟ ସକାଳ ପ୍ରାୟ ସାଢ଼େ ୯ ଟା ହେବ । କୋର୍ଟ ଖୋଲିନଥାଏ । ଏହି ସମୟରେ ବାବୁ ଜଣକ ଏଠି ବସି ଚଲେଇଛନ୍ତି ଗଂଜେଇ ଦଳା କାର୍ଯ୍ୟ । କୋର୍ଟ ପରିସରରେ ଏଭଳି କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଯେତିକି ଲାଗିଲା ରାଜଧାନୀରେ କିଭଳି ଗଂଜେଇ ଆଦିର କିଭଳି କାରବାର ହେଉଛି , ତାହାକୁ ନେଇ ଆହୁରି ଅଧିକ ଆଶ୍ଚର୍ଯ୍ୟ ଲାଗିଲା । ଏହା ନିତି ଦିନିଆ କାର୍ଯ୍ୟ ବୋଲି ଶୁଣିବାକୁ ପାଇଲି । ଓଡ଼ିଶା ସମାଚାର

Leave a Reply

Your email address will not be published.