Saturday , April 1 2023
Breaking News
Home / ବିଶେଷ / ପୋଷ୍ଟ ଅଫିସ ରେ ଭୋଜିଭାତ କୁ ବନ୍ଦକଲା ପ୍ରଶାସନ :ଫାଇନ କାଟିଲେ ତିନି ହଜାର

ପୋଷ୍ଟ ଅଫିସ ରେ ଭୋଜିଭାତ କୁ ବନ୍ଦକଲା ପ୍ରଶାସନ :ଫାଇନ କାଟିଲେ ତିନି ହଜାର

 ସାଲେପୁର,୨୩/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) ସାଲେପୁର ପୋଷ୍ଟ ଅଫିସ ପରିସରରେ ଡାକ ସେବକ ସଂଘ ର ଏକ ଭୋଜି ଭାତ ସହ ସଭା ର ଆୟୋଜନ ଚାଲି ଥିଲା । ରୋଷେଇ ଆପାତତ ଶେଷ ପର୍ୟ୍ୟାୟ ରେ ପହଞ୍ଚି ସାରି ଥିଲା । ହଠାତ ଖବର ପାଇ ସାଲେପୁର ର ତହସିଲ ପ୍ରଶାସନ ଓ ପୋଲିସ ଚଢ଼ାଉ କରି ଥିଲା ପୋଷ୍ଟ ଅଫିସ ପରିସରରେ । ଆଉ କିଭଳି ସରକାର କଟକଣା ଜାରୀ କରି ଥିବା ବେଳେ ବିନା ଅନୁମତି ରେ ଭୋଜି ଭାତ ର ଆସର କରୁଛ ବୋଲି ଡାକ କର୍ମ ଚାରୀ ଙ୍କୁ ପ୍ରଶ୍ନ କରି ଥିଲେ । ଏହା ସହିତ ଫାଇନ କାଟିବା ସହ ଭୋଜି ଭାତ କୁ ବନ୍ଦ କରି ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.