Saturday , April 1 2023
Breaking News
Home / ବିଶେଷ / ଗ୍ରାମ୍ୟ ଉନ୍ନୟନ ଡିଭିଜନରେ କରୋନା ପଜିଟିଭ ବାହାରିବାରୁ କାର୍ଯ୍ୟାଳୟ ସାନିଟାଇଜ ହେଲା

ଗ୍ରାମ୍ୟ ଉନ୍ନୟନ ଡିଭିଜନରେ କରୋନା ପଜିଟିଭ ବାହାରିବାରୁ କାର୍ଯ୍ୟାଳୟ ସାନିଟାଇଜ ହେଲା

କେନ୍ଦ୍ରାପଡ଼ା, ୨୩/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଇଛାପୁର ଠାରେ ଥିବା ଗ୍ରାମ୍ୟ ଉନ୍ନୟନ ଡିଭିଜନର ଜନୈକ ଯନ୍ତ୍ରୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ ବାହାରିବା ପରେ ସଂପୂର୍ଣ୍ଣ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି । ସଂପୃକ୍ତ ଯନ୍ତ୍ରୀ ଜଣଙ୍କ ଉଭୟ ଡିଭିଜନର ଦାୟୀତ୍ୱରେ ଥିବାରୁ ଉଭୟ ଡିଭିଜନର ସଂପୂର୍ଣ୍ଣ କାର୍ଯ୍ୟାଳୟ ପରିସରକୁ ସାନିଟାଇଜ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.