ମାହାଙ୍ଗା ,୨୨/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ଅନ୍ତର୍ଗତ ବଣୁଆ ଠାରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ରେ ତେଲ ଅପମିଶ୍ରଣ ର ଏକ ଖୁଲାସା କରିଛନ୍ତି ଗ୍ରାହକ।ସୂଚନା ଅନୁଯାୟୀ ଆଜି ସକାଳୁ ଅନେକ ଗ୍ରାହକ ନିଜ ଗାଡିରେ ପେଟ୍ରୋଲ ପମ୍ପ ରୁ ପେଟ୍ରୋଲ ଭରିବାମାତ୍ରେ ତାହାର ରଙ୍ଗ ଫରକ ଓ ଅନ୍ୟ ପ୍ରକାର ଗନ୍ଧ ବାହାରିବା ଦେଖି ଗାଡି ର ତେଲକୁ ଏକ ବଟଲ ଦ୍ବାରା ବାହାର କରି ଦେଖିଲେ ତେଲସହ କିଛି ଜିନିଷ ଅପ ମିଶ୍ରଣ ହୋଇଛି ଆଉ କିଛି ଗାଡି ଚାଳକ ଗାଡି ଗଡାଇ ଗଡାଇ ଟାଙ୍କି କୁ ଆଣି ସମାନ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ନୁଆ ନୁହେଁ ଓ ଏଠାରେ କାହିଁକି ସରକାରଙ୍କ ର ନିତି ନିୟମ ସଠିକ ଅନୁପାଳନ ହେଉନି ତାହା ସାଧାରଣରେ ଆଲୋଚ୍ୟବିଷୟ ହୋଇଛି. । କେଵେ ଓ କେତେଦିନ ଠାରୁ ଏଭଳି ଅପମିଶ୍ରଣ ହେଉଛି ସେନେଇ ତଦନ୍ତକରାଯିବାକୁ ଵୁଦ୍ଧିଯିବୀ ମହଲେ ରେ ଦାବି ହେଉଛି. । ଏହି ଟାଙ୍କି ଉପରେ ବିଭାଗିୟ ଅଧିକାରି ତୁରନ୍ତ ଯାଞ୍ଚ କରିବାକୁ ଗ୍ରାହକ ମନେ ଦୃଢ ଦାବି କରିଛନ୍ତି.ା ଓଡ଼ିଶା ସମାଚାର
Home / ବ୍ୟବସାୟ ବାଣିଜ୍ୟ / ମାହାଙ୍ଗା ବଣୁଆଠାରେ ଥିବା ପେଟ୍ରୋଲ ପମ୍ପ ରେ ତୈଳ ଅପମିଶ୍ରଣ କୁ ନେଇ ଗ୍ରାହକ ଙ୍କ ମଧ୍ୟରେ ଉତ୍ତେଜନା