କଟକ ୨୦/୦୪/୨୦୨୧(ଓଡ଼ିଶା ସମାଚାର)- କୁମ୍ଭ ମେଳାରୁ କଟକକୁ ଫେରିଥିବା ୩୦ ଜଣଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସିଏମସି କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୁମ୍ଭ ମେଳା ଫେରନ୍ତା ପଜିଟିଭ ଚିହ୍ନଟ ପରେ ରେଳ ଯାତ୍ରୀଙ୍କ କରୋନା ରିପୋର୍ଟ ଯାଞ୍ଚ କଡାକଡି କରାଯାଇଛି । ମଙ୍ଗଳବାର ମଧ୍ୟ ୨ରୁ ୩ଟି ଟ୍ରେନରେ କୁମ୍ଭ ମେଳାରେ ସାମିଲ ହୋଇଥିବା ଲୋକେ ଫେରିବାର ସମ୍ଭାବନା ରହିଛି ।ଓଡ଼ିଶା ସମାଚାର
Check Also
ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି
ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …