Saturday , April 1 2023
Breaking News
Home / ବିଶେଷ / ମାଗଣା ମାସ୍କ ବଂଟନ 

ମାଗଣା ମାସ୍କ ବଂଟନ 

ଗରଦପୁର ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ଠାରେ ସ୍ୱେଛାସେବୀ ଅନୁଷ୍ଠାନ ଏଲପି ଫାଉଣ୍ଡେସନ୍ ପକ୍ଷରୁ ମାଗଣା ମାସ୍କ ବଂଟନ ଓ ଜନତା ଜିନ୍ଦାବାଦ ପକ୍ଷରୁ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମକୁ ଜିଲାପରିଷଦ ସଗଭ୍ୟ ସନ୍ତୋଷ ଜେନା ଉଦଘାଟନ କରିଥିଲେ ବର୍ତମାନ ସମୟରେ ବିନା ମାସ୍କରେ ରାସ୍ତାରେ ଯାତାୟତ କରୁଥିବା ୧୦୦ ଜଣ ବାଟୋଇଙ୍କୁ ମାସ୍କ ଓ ଜଳ ବଂଟନ କରାଯାଇଥିଲା । ଏଥିରେ ମିନତୀ ପଣ୍ଡା, ରାଜଲକ୍ଷ୍ମୀ ପଣ୍ଡା, ରାମକୃଷ୍ଣ ପଣ୍ଣା, ଦେବାଶିଷ ଦାସ, ମମତା ସତପଥି, ସଂଜୁକ୍ତା ସଢ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.