Sunday , April 2 2023
Breaking News
Home / ଶିକ୍ଷା / ଶୁଭେନ୍ଦୁ ସାହୁ ମୋ ସ୍କୁଲ ଅଭିଯାନ ରେ ଜିଲ୍ଲାପାଳ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଶୁଭେନ୍ଦୁ ସାହୁ ମୋ ସ୍କୁଲ ଅଭିଯାନ ରେ ଜିଲ୍ଲାପାଳ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ

 

ଭୁବନ ୧୭/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ତଥା ୟୁଥ ଆଇକନ ଭାବେ ପରିଚିତ ଯୁବ ସମାଜସେବୀ ଶୁଭେନ୍ଦୁ କୁମାର ସାହୁ (ମୁନ୍ନା) ମୋ ସ୍କୁଲ ଅଭିଯାନରେ ମୁଖ୍ୟ ପୁରୋଧା ସାଜି ପୁରାତନ ଛାତ୍ର ମାନଙ୍କ ଜରିଆରେ ସ୍କୁଲର ଉନ୍ନତି ପାଇଁ ଉଦ୍ୟମ କରୁଥିବାରୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାପାଳ ଙ୍କ ସମେତ ପିଡି ଡିଆରଡିଏ ନରୋତମ ବେହେରା,ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି ପ୍ରମୁଖ ଶୁଭେନ୍ଦୁ ଙ୍କୁ ପୁଷ୍ପଗୁଚ୍ଛ,ପ୍ରଶଂସା ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.