Thursday , March 23 2023
Home / ଶିକ୍ଷା / ବୋର୍ଡ଼ ପରୀକ୍ଷା ସ୍ଥଗିତ

ବୋର୍ଡ଼ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ୧୫/୦୪/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୧୯ ତାରିଖରୁ ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ବନ୍ଦ ରହିବ । ଏଥି ସହିତ ମାଟ୍ର୍ରିକ ଓ ଦ୍ୱାଦଶ ଶ୍ରେଣି ବୋର୍ଡ଼ ପରୀକ୍ଷା ସ୍ଥଗିତ ରଖିବାକୁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । କରୋନାର ବର୍ତମାନ ସ୍ତିତିରେ ପରୀକ୍ଷା କରାଯାଇ ପାରିବ ନାହିଁ । ଆସନ୍ତା ଜୁନ ମାସରେ ପରୀକ୍ଷା ନେଇ ସମୀକ୍ଷା ପରେ ନିଷ୍ପତି ଗ୍ରହଣ କରାଯିବ । ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶ ପରେ ସରକାର ଏହି ନିଷ୍ପତି ନେଇଛନ୍ତି । ଓଡ଼ିଶା ସମାଚାର

 

Leave a Reply

Your email address will not be published.