Sunday , May 29 2022
Home / ଶିକ୍ଷା / ବୋର୍ଡ଼ ପରୀକ୍ଷା ସ୍ଥଗିତ

ବୋର୍ଡ଼ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ୧୫/୦୪/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୧୯ ତାରିଖରୁ ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ବନ୍ଦ ରହିବ । ଏଥି ସହିତ ମାଟ୍ର୍ରିକ ଓ ଦ୍ୱାଦଶ ଶ୍ରେଣି ବୋର୍ଡ଼ ପରୀକ୍ଷା ସ୍ଥଗିତ ରଖିବାକୁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । କରୋନାର ବର୍ତମାନ ସ୍ତିତିରେ ପରୀକ୍ଷା କରାଯାଇ ପାରିବ ନାହିଁ । ଆସନ୍ତା ଜୁନ ମାସରେ ପରୀକ୍ଷା ନେଇ ସମୀକ୍ଷା ପରେ ନିଷ୍ପତି ଗ୍ରହଣ କରାଯିବ । ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶ ପରେ ସରକାର ଏହି ନିଷ୍ପତି ନେଇଛନ୍ତି । ଓଡ଼ିଶା ସମାଚାର

 

About admin

Check Also

ତେଣ୍ଡାକୁଡ଼ା ସରକାରୀ ଫଜଲହକ୍ ହାଇସ୍କୁଲ ରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଓ ନିରାପତା ତାଲିମ ଶିବିର

ଗରଦପୁର,୨୪/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ସରକାରୀ ଫଜଲହକ୍ ହାଇସ୍କୁଲ ରେ ମଙ୍ଗଳବାର ଦିନ ବିପର୍ଯ୍ୟୟ …

Leave a Reply

Your email address will not be published. Required fields are marked *