ଭୁବନେଶ୍ୱର, ୧୫/୦୪/୨୦୨୧(ଓଡ଼ିଶା ସମାଚାର)- ତେଲେଙ୍ଗାନା ପୋଲିସ ର ସହାୟତାରେ କଟକ ର ସ୍ୱତନ୍ତ୍ର ପୁଲିସ କଟକ ବଡ଼ ଡ଼ାକ୍ତରଖାନାରୁ ଚିକିତ୍ସା ବାହାନାରେ ସୁରକ୍ଷା କର୍ମୀଙ୍କୁ ନିଶା ନେଇ ଗତ ଶନିବାର ୧୦ ତାରିଖ ଦିନ ଫେରାର ହୋଇଯାଇଥିବା କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବାରେ ସଫଳ ହୋଇଛି । ଗୁରୁବାର ସନ୍ଧ୍ୟାରେ ତେଲେଙ୍ଗାନା ପୁଲିସ ସହାୟତାରେ ଗିରଫ କରାଯାଇଥିବା ପୋଳିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ତାକୁ ଓଡ଼ିଶା ଅଣାଯିବ । ଓଡ଼ିଶା ସମାଚାର
Check Also
ଗୋ ଚାଲାଣକାରୀଙ୍କ ଗୁଳି ମାଡ଼ରେ ୨ ଗୋ ସୁରକ୍ଷା କର୍ମୀ ଗୁରୁତର ଆହତ, ୧୧ ଅଟକ
କରଞ୍ଜିଆ ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ଜଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲଗେଟ ନିକଟରେ ଆଜି …