Saturday , April 1 2023
Breaking News
Home / ନିର୍ବାଚନ / ପିପିଲି ନିର୍ବାଚନରେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ ଙ୍କର ଦେହାନ୍ତ

ପିପିଲି ନିର୍ବାଚନରେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ ଙ୍କର ଦେହାନ୍ତ

ଭୁବନେଶ୍ୱର, ୧୪/୦୪/୨୦୨୧(ଓଡ଼ିଶା ସମାଚାର)- ପିପିଲି ନିର୍ବାଚନରେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ ଙ୍କର ଦେହାନ୍ତ ହୋଇଛି । ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର ଆପୋଲୋ ହସପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ସେ କରୋନା ରେ ସଂଙ୍କ୍ରମିତ ହୋଇ ଆପୋଲୋ ହସପିଟାଲ ରେ ଚିକିତ୍ସିତ ହେଉଥିଲେ । ପିପିଲି ଉପନିର୍ବାଚନ ପାଇଁ ଆଉ ଥରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଓଡ଼ିଶା ସମାଚାର

Leave a Reply

Your email address will not be published.