Wednesday , May 25 2022
Breaking News
Home / ବିଶେଷ / ମହାନଦୀ ଟ୍ରାଇବୁନାଲ ଶୁଣାଣି ପୁଣି ଘୁଂଚିଲା

ମହାନଦୀ ଟ୍ରାଇବୁନାଲ ଶୁଣାଣି ପୁଣି ଘୁଂଚିଲା

ନୂଆଦିଲ୍ଲୀ, ଭୁବନେଶ୍ୱର, ୧୦/୦୪/୨୦୨୧(ଓଡ଼ିଶା ସମାଚାର)- କୋଭିଡି ସଂକ୍ରମଣ ବୃଦ୍ଧି ଯୋଗୁ ରାୟପୁର ସମେତ ୫ ଜିଲାରେ ୧୯ ପର୍ୟ୍ୟନ୍ତ ସରକାରୀ କାର୍ୟ୍ୟାଳୟ ବନ୍ଦ ଓ ନିଷିଦ୍ଧାଞ୍ଚଳ ଘୋଷଣା ପରେ ମହାନଦୀ ଜଳ ବିବାଦ ଟ୍ରାଇବୁନାଲ ର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ଟ୍ରାଇବୁନାଲ ରେଜିଷ୍ଟ୍ରାର ଙ୍କୁ ଛତିଶଗଡ଼ ସରକାରଙ୍କ ଓକିଲ ଙ୍କ ଚିଠି ପରେ ମାମଲାର ଶୁଣାଣି ମିଁ ମାସ ୮କୁ ଧାର୍ୟ୍ୟ ହୋଇଛି । ସେହିପରି ଅଣମୌସୁମୀ ଋତୁରେ ମହାନଦୀରେ ଜଳ ପ୍ରବାହ ସୁନିଶ୍ଚିତ ଲାଗି ଛତିଶଗଡ଼ ଏବଂ ଓଡ଼ିଶା ଆଲୋଚନା ଜୋର ରହଛି । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *