Wednesday , March 29 2023
Home / ବିଶେଷ / ମହାନଦୀ ଟ୍ରାଇବୁନାଲ ଶୁଣାଣି ପୁଣି ଘୁଂଚିଲା

ମହାନଦୀ ଟ୍ରାଇବୁନାଲ ଶୁଣାଣି ପୁଣି ଘୁଂଚିଲା

ନୂଆଦିଲ୍ଲୀ, ଭୁବନେଶ୍ୱର, ୧୦/୦୪/୨୦୨୧(ଓଡ଼ିଶା ସମାଚାର)- କୋଭିଡି ସଂକ୍ରମଣ ବୃଦ୍ଧି ଯୋଗୁ ରାୟପୁର ସମେତ ୫ ଜିଲାରେ ୧୯ ପର୍ୟ୍ୟନ୍ତ ସରକାରୀ କାର୍ୟ୍ୟାଳୟ ବନ୍ଦ ଓ ନିଷିଦ୍ଧାଞ୍ଚଳ ଘୋଷଣା ପରେ ମହାନଦୀ ଜଳ ବିବାଦ ଟ୍ରାଇବୁନାଲ ର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ଟ୍ରାଇବୁନାଲ ରେଜିଷ୍ଟ୍ରାର ଙ୍କୁ ଛତିଶଗଡ଼ ସରକାରଙ୍କ ଓକିଲ ଙ୍କ ଚିଠି ପରେ ମାମଲାର ଶୁଣାଣି ମିଁ ମାସ ୮କୁ ଧାର୍ୟ୍ୟ ହୋଇଛି । ସେହିପରି ଅଣମୌସୁମୀ ଋତୁରେ ମହାନଦୀରେ ଜଳ ପ୍ରବାହ ସୁନିଶ୍ଚିତ ଲାଗି ଛତିଶଗଡ଼ ଏବଂ ଓଡ଼ିଶା ଆଲୋଚନା ଜୋର ରହଛି । ଓଡ଼ିଶା ସମାଚାର

Leave a Reply

Your email address will not be published.