ଭୁବନେଶ୍ୱର, ୧୦/୦୪/୨୦୨୧(ଓଡ଼ିଶା ସମାଚାର)- କୌଣସି ବିଶେେ ସୂତ୍ରରୁ ଖବର ପାଇ ଏସଟିଏଫଫ୍ ର ଏକ ଟିମ୍ ନିଆଳି ଥାନା ଅଧୀନ ଶିଖର ଘାଟ ପୋଲ ନିକଟରେ ୨ ଜଣ ଯୁବକଙ୍କୁ ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କଠାରୁ ୮ଟି ବନ୍ଧୁକ ମିଳିଛି । ୨ଟିପିସ୍ତଲ, ୬ଟି ଦେଶୀ ବନ୍ଧୁକ ଓ ୨୦ଟି ଗୁଳି ଜବତ କରାଯାଇଛି । ଦୁଇଯୁବକ ହେଲେ ଜଗତସିଂହପୁର ର କାଳିଆ ଓରଫ୍ ସୁରେଶ କୁମାର ଦାସ ଓ ସୌମ୍ୟରଞ୍ଜନ ଦଳାଇ। ଓଡ଼ିଶା ସମାଚାର