ନିରାକାରପୁର, ୦୯/୦୪/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧ ଉପଖଣ୍ଡ ମନ୍ଦର ବସ୍ତ ହାଟବଜାର ସ୍ଥିତ ମା ତାରେଣୀ ବେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଚତୃର୍ଥ ବାର୍ଷିକ ବିଶ୍ୱ ଶାନ୍ତ ମହାଯଜ୍ଞ ର ପୂର୍ଣ୍ଣାହୁତୀ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛା । ଏହି ମହାଯଜ୍ଞକୁ ଚୈଦମୈାଜା ଗା୍ରମବାସୀ ବୃନ୍ଦ ଆୟୋଜନ କରିଥିଲେ । ସୋମବାର ନବମି ତିଥିିରେ ଅଙ୍କୁରା ରୋପଣ ,ମଙ୍ଗଳବାରରେ କଳସ ଯାତ୍ରା ସାଲା ମଣ୍ଡନ,ଦେବତା ଆବାହାନ,ଅଗ୍ନି ସ୍ଥାପନ ଓ ପୂଜନ ,ଆହୂତୀ ପ୍ରଦାନ,ସଂନ୍ଧ୍ୟାରେ ସଂନ୍ଧ୍ୟାଆଳତି ଓ ପୂସ୍ପାଂଜଳି ଆଦି ଯଥା ରିତି କାର୍ଯ୍ୟ ସଂପାଦନା କରାଯାଇଥିଲା । ବୁଧବାର ଦିନ ଭକ୍ତ ମାନଙ୍କର ହରିବୋଲ ହୂଳ ହୂଳିରେ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା । ସଂନ୍ଧ୍ୟାରେ ଭକ୍ତମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟ ପୂଜକ ଦିନବନ୍ଧୁ ମହାପାତ୍ର ,ଆଶିଶ ରଥ ଓ ମନୋରଂଜନ ମହାପାତ୍ର ପୂଜା କାର୍ଯ୍ୟ ସଂପାଦାନ କରିଥିବା ବେଳେ କାର୍ଯ୍ୟର ମୂଖ୍ୟ ଆୟୋଜକ ସତ୍ୟ ରଂଜନ ପରିଡା(ରାଜୁ),ଚିତ ରଂଜନ ଛୁଆଳସିଂହ ,ଦିପକ କୁମାର ଗଜେନ୍ଦ୍ର,ଲଛମନ ନାୟକ, କୃର୍ଷ୍ଣା ରାଉତରାୟ, ଦେବରାଜ ପାଟ୍ଟଶାଣି, କନକ ପାଟ୍ଟଶାଣି, ଡୁଗୁଲା ଜୟସିଁହ,ବାବଜି ଜୟସିଂହ,ଉଗ୍ରେସନ କୋଦାଳସିଂହ,ଭଗବାନ ଗଜେନ୍ଦ୍ର,ସୌମ୍ୟେ ରଂଜନ ପଧାନ,ତୃତି ରଂଜନ ପାଟ୍ଟଶାଣି,ଚନ୍ଦନ ,ଗୁଡୁ,ଚୟା,ଚିତ ଓ ତୁଷାର ଆଦି ସହେଯାଗ କରିଥିଲେ । ଓଡ଼ିଶା ସମାଚାର