ତାରପୁର, ୦୭/୦୪/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ଗ୍ରାମପଂଚାୟତର ହରିରାମ ପାଟଣା ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଜର ହେବା ପରେ ସେ କୋଭିଡ ଆର.ଟି.ପି.ସି.ଆର. ପରୀକ୍ଷା ଜଗତସିଂହପୁରରେ କରାଇଥିଲେ । ଆଜି ତାଙ୍କ ଆର.ଟି.ପି.ସି.ଆର. ରିପୋର୍ଟ ପଜେଟିଭ୍ ଆସିବା ପରେ ତାଙ୍କୁ ପାରାଦ୍ୱୀପ କୋଭିଡ୍ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର