Sunday , May 29 2022
Home / ସ୍ୱାସ୍ଥ୍ୟ / ରଘୁନାଥପୁର ବ୍ଲକରେ ୧ କରୋନା ପଜେଟିଭ୍ ଚିହ୍ନଟ

ରଘୁନାଥପୁର ବ୍ଲକରେ ୧ କରୋନା ପଜେଟିଭ୍ ଚିହ୍ନଟ

ତାରପୁର, ୦୭/୦୪/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ଗ୍ରାମପଂଚାୟତର ହରିରାମ ପାଟଣା ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଜର ହେବା ପରେ ସେ କୋଭିଡ ଆର.ଟି.ପି.ସି.ଆର. ପରୀକ୍ଷା ଜଗତସିଂହପୁରରେ କରାଇଥିଲେ । ଆଜି ତାଙ୍କ ଆର.ଟି.ପି.ସି.ଆର. ରିପୋର୍ଟ ପଜେଟିଭ୍ ଆସିବା ପରେ ତାଙ୍କୁ ପାରାଦ୍ୱୀପ କୋଭିଡ୍ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ମାତ୍ର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *