Sunday , May 29 2022
Home / ତାଜା ଖବର / ସାଲେପୁର ଓଡାସିଙ୍ଗ ରେ ଅଗ୍ନି କାଣ୍ଡ

ସାଲେପୁର ଓଡାସିଙ୍ଗ ରେ ଅଗ୍ନି କାଣ୍ଡ

ସାଲେପୁର,୦୩/୦୪/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସାଲେପୁର ବ୍ଲକ ଓଡାସିଙ୍ଗ ରେ ଅଗ୍ନିକାଣ୍ଡ ଘଟି ୪ଟି ବାଉଁଶ ବୁଦାରେ ନିଆଁଲାଗି ଯିବା ଫଳରେ ନିଆଁଉଡି ୫୦୦ ମିଟର ଦୂରରେ ଥିବା ମନସୁନ ବିବି ଙ୍କ ଘରେ ନିଆଁ ଲାଗିଯିବାରୁ ଝିଅ ବାହାଘର ପାଇଁ କିଣାଯାଇଥିବା ଆସବାବ ପତ୍ର ପୋଡିଯାଇଛି।ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିବା ଜଣାପଡ଼ିଛି। ଓଡ଼ିଶା ସମାଚାର

About admin

Check Also

ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ

ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …

Leave a Reply

Your email address will not be published. Required fields are marked *