ସାଲେପୁର,୦୩/୦୪/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସାଲେପୁରବ୍ଲକ ପିକୋଳ ପଂଚାୟତ ସିମଳପଡା ପୋଲ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ହୋଣ୍ଡାସାଇନ ଗାଡି ରେ ରମେଶସାହୁ ଘର ଚଢେଇଧରା ସିଏ ଶ୍ୱଶୁରଘର ସାରଦା ଅଲିପୁର ଆସି ଫେରୁଥିବା ସମୟରେ ଏକ ଗ୍ଲାମର ଗାଡି ଧକା ଦେଇଥିଲା, ଧକାଦେଇଗାଡି ଚାଳକ ଘଟଣାସ୍ଥରରେ ଗାଡିଛାଡି ଫେରାର ହେଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସାଲେପୁର ପୋଲିସ ପହଁଚି ଅନୁସନ୍ଧାନ ଚଳେଇ ଗାଡି ଦୁଇଟିକୁ ଜବତକରିଛନ୍ତି।ଓଡ଼ିଶା ସମାଚାର
Check Also
ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ
ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …