Monday , March 27 2023
Breaking News
Home / ବିଶେଷ / ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ତାରପୁର ୦୧/୦୪/୨୦୨୧(ଓଡ଼ିଶା ସମାଚାର)- ନାନପୁର ନିକଟସ୍ଥ ପାଇକାଣ ଗ୍ରାମର ଇନ୍ଦ୍ରମଣି ଭୋଇଙ୍କ ପୁଅ ରାକେଶ କୁମାର ଭୋଇ ଗତକାଲି ସଂଧ୍ୟାରେ ନିଜ ଘର ଛାତ ହୁକରେ ରଶି ବାନ୍ଧି ବେକରେ ଲଗାଇ ଆତ୍ମହତ୍ୟ କରିଛନ୍ତି । ତାଙ୍କୁ ପରିବାର ଲୋକେ ସେଂଙ୍ଗ ସେଂଙ୍ଗ ରଘୁନାଥପୁର ମେଡିକାଲକୁ ଆଣିବା ପରେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ରଘୁନାଥପୁର ଥାନା ଏସ୍.ଆଇ. ଜିଲାରାଣି ବିଶ୍ୱାଳ ଘଟଣା ସ୍ଥଳରେ ପହଂଚି ଶବ ଟିକୁ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜଗତସିଂହପୁର ମେଡିକାଲକୁ ପଠାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.