Friday , May 20 2022
Home / ବିଶେଷ / ପଣ୍ୟବାହୀ ଜାହାଜରୁ ୧୪ ଜଣ କ୍ରିଉ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ପଣ୍ୟବାହୀ ଜାହାଜରୁ ୧୪ ଜଣ କ୍ରିଉ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ପାରାଦ୍ୱୀପ,୨୯/୦୩/୨୦୨୧(ଓଡ଼ିଶା ସମାଚାର)- ବିଦେଶରୁ କୋଇଲା ଆଣି ଆସିଥିବା ଏକ ପଣ୍ୟବାହୀ ଜାହାଜରୁ ୧୪ ଜଣ କ୍ରିଉ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ପାରାଦ୍ୱୀପ ବନ୍ଦର ପକ୍ଷରୁ ଜାହାଜରେ ଥିବା ୨୪ ଜଣଙ୍କର କରୋନା କରୀକ୍ଷା କରାଯିବାବେଳେ ୧୪ ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବାବେଳେ ଜାହାଜକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଓଡ଼ିଶା ସମାଚାର

 

About admin

Check Also

ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …

Leave a Reply

Your email address will not be published. Required fields are marked *