Sunday , April 2 2023
Breaking News
Home / ବିଶେଷ / ପଣ୍ୟବାହୀ ଜାହାଜରୁ ୧୪ ଜଣ କ୍ରିଉ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ପଣ୍ୟବାହୀ ଜାହାଜରୁ ୧୪ ଜଣ କ୍ରିଉ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ପାରାଦ୍ୱୀପ,୨୯/୦୩/୨୦୨୧(ଓଡ଼ିଶା ସମାଚାର)- ବିଦେଶରୁ କୋଇଲା ଆଣି ଆସିଥିବା ଏକ ପଣ୍ୟବାହୀ ଜାହାଜରୁ ୧୪ ଜଣ କ୍ରିଉ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ପାରାଦ୍ୱୀପ ବନ୍ଦର ପକ୍ଷରୁ ଜାହାଜରେ ଥିବା ୨୪ ଜଣଙ୍କର କରୋନା କରୀକ୍ଷା କରାଯିବାବେଳେ ୧୪ ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବାବେଳେ ଜାହାଜକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଓଡ଼ିଶା ସମାଚାର

 

Leave a Reply

Your email address will not be published.