Saturday , May 28 2022
Breaking News
Home / ବିଶେଷ / କଟକ ବାର ଆସୋସିଏସନ ନିର୍ବାଚନ : ବିବେକାନନ୍ଦ ଭୂୟାଁ ସଭାପତି, ବିଶ୍ବଜିତ ମହାପାତ୍ର ସଂପାଦକ ନିର୍ବାଚିତ

କଟକ ବାର ଆସୋସିଏସନ ନିର୍ବାଚନ : ବିବେକାନନ୍ଦ ଭୂୟାଁ ସଭାପତି, ବିଶ୍ବଜିତ ମହାପାତ୍ର ସଂପାଦକ ନିର୍ବାଚିତ

କଟକ, ୨୯/୦୩/୨୦୨୧(ଓଡ଼ିଶା ସମାଚାର /ଦେବାଶିଷ ରଥ)- କଟକ ବାର ଆସୋସିଏସନ ନିର୍ବାଚନରେ ସଭାପତି ଭାବେ ବିବେକାନନ୍ଦ ଭୂୟାଁ ଓ ସଂପାଦକ ଭାବେ ବିଶ୍ବଜିତ ମହାପାତ୍ର ନିର୍ବାଚିତ ହୋଇଛନ୍ତି।ଚିତ୍ତରଞ୍ଜନ ବେହେରା ଉପ ସଭାପତି, ମାନସରଞ୍ଜନ ସାମନ୍ତରାୟ ଯୁଗ୍ମ ସମ୍ପାଦକ ,ଗୁରୁପ୍ରସାଦ ଦାଶ ସହ ସମ୍ପାଦକ, ଵିଜୟ ପଣ୍ଡା ଲାଇବ୍ରେରି-ଇନ-ଚାର୍ଜ, ପଞ୍ଚାନନ ପାଣିଗ୍ରାହୀ କୋଷାଧ୍ୟକ୍ଷ, ବସନ୍ତ ପଣ୍ଡା,ବିଶ୍ବଜିତ ଲେଙ୍କା, କଳ୍ପନା ନାୟକ, ମନମୋହନ ବେହେରା, ଓ ସୁଶ୍ରୀ ସଂଗୀତା ପଶାୟତ କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୨ତମ ଜୟନ୍ତୀ ପାଳିତ

କଟକ, ୨୭/୦୫/୨୦୨୨ (ଓଡ଼ିଶା ସମାଚାର) : ଆଜି ମନେ ପଡ଼ନ୍ତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ପୁରୁଷ ସ୍ବର୍ଗତ ନୀଳମଣି …

Leave a Reply

Your email address will not be published. Required fields are marked *