କଟକ, ୨୯/୦୩/୨୦୨୧(ଓଡ଼ିଶା ସମାଚାର /ଦେବାଶିଷ ରଥ)- କଟକ ବାର ଆସୋସିଏସନ ନିର୍ବାଚନରେ ସଭାପତି ଭାବେ ବିବେକାନନ୍ଦ ଭୂୟାଁ ଓ ସଂପାଦକ ଭାବେ ବିଶ୍ବଜିତ ମହାପାତ୍ର ନିର୍ବାଚିତ ହୋଇଛନ୍ତି।ଚିତ୍ତରଞ୍ଜନ ବେହେରା ଉପ ସଭାପତି, ମାନସରଞ୍ଜନ ସାମନ୍ତରାୟ ଯୁଗ୍ମ ସମ୍ପାଦକ ,ଗୁରୁପ୍ରସାଦ ଦାଶ ସହ ସମ୍ପାଦକ, ଵିଜୟ ପଣ୍ଡା ଲାଇବ୍ରେରି-ଇନ-ଚାର୍ଜ, ପଞ୍ଚାନନ ପାଣିଗ୍ରାହୀ କୋଷାଧ୍ୟକ୍ଷ, ବସନ୍ତ ପଣ୍ଡା,ବିଶ୍ବଜିତ ଲେଙ୍କା, କଳ୍ପନା ନାୟକ, ମନମୋହନ ବେହେରା, ଓ ସୁଶ୍ରୀ ସଂଗୀତା ପଶାୟତ କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର
Home / ବିଶେଷ / କଟକ ବାର ଆସୋସିଏସନ ନିର୍ବାଚନ : ବିବେକାନନ୍ଦ ଭୂୟାଁ ସଭାପତି, ବିଶ୍ବଜିତ ମହାପାତ୍ର ସଂପାଦକ ନିର୍ବାଚିତ