Saturday , April 1 2023
Breaking News
Home / ତାଜା ଖବର / ସୂଚନା କର୍ମୀ ଙ୍କ ଉପରକୁ ବୋମା ମାଡ଼

ସୂଚନା କର୍ମୀ ଙ୍କ ଉପରକୁ ବୋମା ମାଡ଼

ଯାଜପୁର, ୨୭/୦୩/୨୦୨୧(ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଇମାମନଗର ଛକ ନିକଟରେ ଆଜି ସୂଚନା କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରା(୫୩)ଙ୍କୁ ବୋମା ମାଡ଼ ହୋଇଛି। ଏକ ବାଇକ୍ ରେ  ଆସି ଦୁଇ ଜଣ ଯୁବକ ଶ୍ରୀ ବେହୁରାଙ୍କ କାର୍ ଉପରକୁ ବୋମା ମାଡ଼ କରିଥିଲେ। ବୋମା ମାଡ଼ରେ ଶ୍ରୀ ବେହୁରା ଆହତ ହୋଇଥିବା ବେଳେ ତାଙ୍କ ସହଯୋଗୀ ସୁଶାନ୍ତ ବେହେରା(୩୫) ମଧ୍ୟ ଆହତ ହୋଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.