Tuesday , March 21 2023
Breaking News
Home / ବିଶେଷ / ଶ୍ରୀଗୁରୁ ଅନନ୍ତ ଆଶ୍ରମରେ ୧୫ ତମ ବାର୍ଷିକ ଯଜ୍ଞ ଅନୁଷ୍ଠିତ

ଶ୍ରୀଗୁରୁ ଅନନ୍ତ ଆଶ୍ରମରେ ୧୫ ତମ ବାର୍ଷିକ ଯଜ୍ଞ ଅନୁଷ୍ଠିତ

ଭୁବନ,୨୭/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୪ ନମ୍ବର ୱାର୍ଡ ପାଲାମଣ୍ଡପସ୍ଥିତ ଶ୍ରୀଗୁରୁ ଅନନ୍ତ ଆଶ୍ରମ ସର୍ବୋଦୟ ସମିତି ତରଫରୁ ୧୫ ତମ ବାର୍ଷିକ ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସଭାପତି ନନ୍ଦ କିଶୋର ସାହୁ,ସଂପାଦକ କୈଳାସ ଚନ୍ଦ୍ର ରଣା ଓ ଆବାହକ ଗିରିଧାରୀ ସାହୁ ଙ୍କ ତତ୍ୱାବଧାନରେ ଯଜ୍ଞକାର୍ଯ୍ୟ ସଂପନ୍ନ ହୋଇଥିଲା । ଶତାଧିକ ଶ୍ରଦ୍ଧାଳୁ ଯଜ୍ଞରେ ସାମିଲ ହୋଇଥିଲେ ଓ ଶେଷରେ ସାମୁହିକ ପ୍ରସାଦସେବନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.