କଟକସଦର,୨୭/୦୩/୨୦୨୧(ଓଡିଶା ସମାଚା/ଅଭୟ ଜେନା): ବିଜେପିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା କଟକ ସଦର ନିର୍ବାଚନମଣ୍ଡଳୀ ନେତା ଦିଲ୍ଲୀପ ମଲ୍ଲିକ ଙ୍କୁ ରାଷ୍ଟ୍ରିୟ ବିଜେପି ଅନୁସୂଚିତ ଜାତିମୋର୍ଚା ର କାର୍ଯ୍ୟକରାଣୀ ସଦଶ୍ୟ ଭାବେ ମନୋନୀତ କରାଯାଇଛି। ଏଥିପାଇଁ ଶ୍ରୀ ମଲ୍ଲିକ ରାଷ୍ଟ୍ରୟ ବିଜେପି ଅନୁସୂଚିତ ଜାତିମୋର୍ଚା ର ଅଧ୍ୟକ୍ଷ ଶ୍ରୀ ଲାଲ ସିଂ ଆର୍ଯ୍ୟ,ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡା,ରାଜ୍ୟ ସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଯୁକ୍ତିକୁ ନେଇ କଟକ ସଦର ନିର୍ବାଚନମଣ୍ଡଳୀ ରେ ଖୁସିର ଲହରୀଖେଳିଯାଇଛି । ଏହି ନିଯୁକ୍ତି ରେ ଶ୍ରୀ ମଲ୍ଲିକ ଙ୍କୁ କଟକଜିଲ୍ଲାରେ ଦଳୀୟ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି। ଓଡିଶା ସମାଚା
Home / ରାଜନୀତି / କଟକ ସଦର ନେତା ଦିଲ୍ଲୀପ ମଲ୍ଲିକ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ର ରାଷ୍ଟ୍ରୀୟ କାର୍ଯ୍ୟକାରେଣିକୁ ମନୋନୀତ