Thursday , March 23 2023
Home / ରାଜନୀତି / ଆସନ୍ତାକାଲିର ‘ଭାରତ ବନ୍ଦ’କୁ ସମାଜବାଦୀ ପାର୍ଟିର ସମର୍ଥନ

ଆସନ୍ତାକାଲିର ‘ଭାରତ ବନ୍ଦ’କୁ ସମାଜବାଦୀ ପାର୍ଟିର ସମର୍ଥନ

ଭୁବନେଶ୍ୱର, ୨୫/୦୩/୨୦୨୧(ଓଡ଼ିଶା ସମାଚାର)- ୩ଟି ଯାକ କୃଷି ଆଇନ୍ ବାତିଲ୍ ଦାବିରେ କୃଷକ ସଂଗଠନମାନଙ୍କ ପକ୍ଷରୁ ଡାକରା ଦିଆଯାଇଥିବା ଆସନ୍ତାକାଲିର ‘ଭାରତ ବନ୍ଦ’ କୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସମ୍ପୂର୍ଣ୍ଣ ସମର୍ଥନ କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ ଏହି ‘ବନ୍ଦ’କୁ ଶାନ୍ତିପୂର୍ଣ୍ଣ ଭାବରେ ରାଜ୍ୟବାସୀ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ କରିବା ସହିତ ବିଜେପି ସରକାରକୁ ଉଚିତ୍ ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି । ଓଡ଼ିଶା ସମାଚାର

 

Leave a Reply

Your email address will not be published.