Friday , May 20 2022
Home / ରାଜନୀତି / ଆସନ୍ତାକାଲିର ‘ଭାରତ ବନ୍ଦ’କୁ ସମାଜବାଦୀ ପାର୍ଟିର ସମର୍ଥନ

ଆସନ୍ତାକାଲିର ‘ଭାରତ ବନ୍ଦ’କୁ ସମାଜବାଦୀ ପାର୍ଟିର ସମର୍ଥନ

ଭୁବନେଶ୍ୱର, ୨୫/୦୩/୨୦୨୧(ଓଡ଼ିଶା ସମାଚାର)- ୩ଟି ଯାକ କୃଷି ଆଇନ୍ ବାତିଲ୍ ଦାବିରେ କୃଷକ ସଂଗଠନମାନଙ୍କ ପକ୍ଷରୁ ଡାକରା ଦିଆଯାଇଥିବା ଆସନ୍ତାକାଲିର ‘ଭାରତ ବନ୍ଦ’ କୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସମ୍ପୂର୍ଣ୍ଣ ସମର୍ଥନ କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ ଏହି ‘ବନ୍ଦ’କୁ ଶାନ୍ତିପୂର୍ଣ୍ଣ ଭାବରେ ରାଜ୍ୟବାସୀ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ କରିବା ସହିତ ବିଜେପି ସରକାରକୁ ଉଚିତ୍ ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି । ଓଡ଼ିଶା ସମାଚାର

 

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *