ମାଲକାନାଗିରି,୨୨/୦୩/୨୦୨୧(ଓଡ଼ିଶା ସମାଚାର)- ମାଲକାନାଗିରି କୁ ନାଇଟ କର୍ଫ୍ୟୁ ଫେରିଛି । ୨୩ ତାରିଖ ରାତି ୯ ଟାରୁ ୩୧ ତାରିଖ ମଧ୍ର ରାତି୍ର ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ଜାରିକରାଯାଇଛି । ବଡ଼ଯାତ୍ରାକୁ ଲକ୍ଷ ରଖି ଏହି ନାଇଟ କର୍ଫ୍ୟୁ ଜାରି କରାଯାଇଛି । ମୀନା ବଜାର ଆଦି ମଧ୍ୟ ଖୋଲି ପାରିବେ ନାହିଁ । ଏହି ନାଇଟ କର୍ଫ୍ୟୁ କଡ଼ା କଡ଼ି ଭାବେ ପାଳନ କରାଯିବ । ଓଡ଼ିଶା ସମାଚାର
Check Also
ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି
ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …