Wednesday , March 29 2023
Home / ତାଜା ଖବର / ବାଣ ବିସ୍ଫୋରଣରେ ଗୋଟିଏ ପରିବାରର ୪ ଆହତ

ବାଣ ବିସ୍ଫୋରଣରେ ଗୋଟିଏ ପରିବାରର ୪ ଆହତ

ଖୋର୍ଦ୍ଧା,୨୨/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ପିଙ୍ଗାରସିଂ ଗ୍ରାମରେ ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ ଘଟି ଘରର ଆଜବେଷ୍ଟସ ଉଡ଼ିଯିବା ସହ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ହସପିଟାଲ ରେ ଭିର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ମାନଙ୍କୁ ଏଏସଏସ କୁ ସ୍ଥାନାନ୍ତରିତ କରାଯାଇଛି । ବାଘମାରୀ ଥାନା ପୁଲିସ ପହଂଚି ଛାନଭିନ୍ ଚଳାଇଛି । ଓଡ଼ିଶା ସମାଚାର

 

Leave a Reply

Your email address will not be published.