Saturday , September 18 2021
Breaking News
Home / ବିଶେଷ / ସଦର ଥାନାରେ ୱାରେଂଟି ଗିରଫ

ସଦର ଥାନାରେ ୱାରେଂଟି ଗିରଫ

କେନ୍ଦ୍ରାପଡା, ୧୬/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦର ଥାନା ପକ୍ଷରୁ ଜଣେ ୱାରେଂଟିଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଭଗବାନ ଜେନାଙ୍କ ପୁଅ ସନା ଓରଫ କଳ୍ପତରୁ ଜେନା  ଗତ ୨୦୧୨ମସିହାର ଏକ  ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିଲେ । ତାଙ୍କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ନିରାକାରପୁର ଶୁଭାଶିଷ ପାଇଲେ ଓଡ଼ିଶା ବନ ସେବା

ନିରାକାରପୁର, ୧୮/୦୯/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଶା ସାଧାରଣ ପ୍ରଶାସନ ସେବା ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତୀର୍ଣ୍ଣ ୬୭ ଜଣଙ୍କର ନାମ ପ୍ରକାଶିତ ହୋଇଥିବାବେଳେ …

Leave a Reply

Your email address will not be published. Required fields are marked *