Wednesday , March 29 2023
Home / ବିଶେଷ / ବିଶିଷ୍ଟ ବିଡି ବ୍ୟବସାୟୀଙ୍କ ପତ୍ନୀ ବିୟୋଗ

ବିଶିଷ୍ଟ ବିଡି ବ୍ୟବସାୟୀଙ୍କ ପତ୍ନୀ ବିୟୋଗ

କେନ୍ଦ୍ରାପଡା, ୧୫/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ବିଶିଷ୍ଟ ବିଡି ବ୍ୟବସାୟୀ ସ୍ୱର୍ଗତ ହାଜି ସେକ ରହେମତୁଲ୍ଲାଙ୍କ ପତ୍ନୀ କମରୁନ ବିବିଙ୍କର ହୃଦଘାତରେ ୭୮ବର୍ଷ ବୟସରେ କଟକ ବଡ ଡାକ୍ତରଖାନାରେ ବିୟୋଗ ହୋଇଯାଇଛି । ତାଙ୍କ ମୃତୁ୍ୟ ଖବର ପ୍ରଚାର ହେବା ପରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପୋଷ୍ଟଅଫିସ ଲେନସ୍ଥିତ ବାସଭବନକୁ ଯାଇ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆଜି ଇସା ନମାଜ ପାଠ ପରେ ଜନାଜା ପଢାଯାଇ ଇଦଗାମହଲା କବରସ୍ତାନରେ ତାଙ୍କୁ କବର ଦିଆଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.