Thursday , March 23 2023
Home / ବିଶେଷ / ଜିଲ୍ଲା ଅବକାରୀ ବିଭାଗର ଚଢାଉ : ୧୦ଲିଟର ଚୋରାମଦ ଜବତ

ଜିଲ୍ଲା ଅବକାରୀ ବିଭାଗର ଚଢାଉ : ୧୦ଲିଟର ଚୋରାମଦ ଜବତ

କେନ୍ଦ୍ରାପଡା, ୧୪/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୦ ଲିଟର ଚୋରା ଦେଶୀମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦେଶକ୍ରମେ ଅବକାରୀ ସବ୍ ଇନିସପେକ୍ଟର ସରୋଜ କୁମାର ବାଗ ଜମ୍ବୁ ମେରାଇନ ଥାନା  ଅନ୍ତର୍ଗତ ବାଘୁଆମାଟି ଗ୍ରାମରେ ଚଢାଉ କରି ଚୋରାମଦ ବେପାରୀ ଭୋଳାନାଥ ଦାସଙ୍କ ଠାରୁ  ୧୦ଲିଟର  ଚୋରା  ଦେଶୀମଦ ଜବତ କରିବା ସହିତ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଅବକାରୀ ସବଇନିସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.